Download Now Banner

This browser does not support the video element.

ଅତାବିରା: ଶିକ୍ଷକ ବଦଳିକୁ ନେଇ ଗୁର୍ଖାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା

Attabira, Bargarh (Baragarh) | Sep 24, 2025
ବରଗଡ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଂଚାୟତ ଅଧିନ ଗୁର୍ଖାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି | ୫ ଜଣ ଶିକ୍ଷକଙ୍କ ଉକ୍ତ ବିଦ୍ୟାଳୟର ଜଣେ କାର୍ଯ୍ୟରତ କିନ୍ତୁ ଜଣେ ଶିକ୍ଷୟତ୍ରୀଙ୍କୁ ନିକଟସ୍ଥ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ପଠାଯିବାର ଅର୍ଡର ପାଇବାର ଖବର ଶୁଣି ଗୁର୍ଖାପାଲୀ ସରକାରୀ ଉଚ୍ଚ ପ୍ରାଥମିକ
Read More News
T & CPrivacy PolicyContact Us