Install App
abmahapatra2006
This browser does not support the video element.
ନୂଆପଡା: ନୂଆଖାଇ କୁ ତିନିଦିନ ଛୁଟି ଘୋଷଣା କରିବାକୁ ସମଲେଇ ସେନା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର
Nuapada, Nuapada | Aug 22, 2025
ଆଜି ଦିନ ସାଢେ ଦୁଇଟା ସମୟରେ ନୂଆପଡ଼ା ଜିଲ୍ଲା ସମଲେଇ ସେନା ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କୁ ସାକ୍ଷାତ କରି ନୂଆଖାଇ କୁ ତିନିଦିନ ଛୁଟି ଘୋଷଣା କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!