Download Now Banner

This browser does not support the video element.

ଲକ୍ଷ୍ମୀପୁର: ଡୁମ୍ବାଗୁଡା ପଞ୍ଚାୟତ କୁମ୍ଭାର ସାହି ପାନୀୟ ଜଳ ସମସ୍ୟା #jansamasya

Lakshmipur, Koraput | Sep 9, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ କୁମ୍ଭାର ସାହି ପାନୀୟ ଜଳ ର ସମସ୍ୟା ରହିଥିବା ଅଭିଯୋଗ ହୋଇଛି। ଆଜ କୁ ତିନି ମାସ ବିତିଗଲାଣି ଗାଁ ର ଗୋଟିଏ ସୋଲାର ପମ୍ପ ଅଚଳ ହୋଇ ପଡ଼ିଛି। ବାରମ୍ବାର ମରାମତି ପାଇଁ ଗ୍ରାମ ବାସୀ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଗୋଟିଏ ନଳକୁଅ ଉପରେ ଗାଁ ର ୮୦ ପରିବାର ଲୋକ ନିର୍ଭର କରୁଛନ୍ତି।
Read More News
T & CPrivacy PolicyContact Us