Download Now Banner

This browser does not support the video element.

ତେଲକୋଇ: ବାଂଶପାଳ ବ୍ଲକ ଭେଜଡିହ ବାଜିରାଉତ ୟୂଥ କ୍ଲବ ର ୧୫ତ୍ତମ ଫୁଟବଲ ଟୁଣ୍ଡାମେଣ୍ଟ ,ଯୋଗଦେଲେ ବିଧାୟକ

Telkoi, Kendujhar | Sep 3, 2025
ମୁଖ ଅତିଥି ସମେତ ବାଂଶପାଳ ବ୍ଲକର ବରିଷ୍ଠ ବ୍ୟକ୍ତିଙ୍କ କରକମଳରେ , ପ୍ରତୀଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ,ପ୍ରଥମ ଏସ ଏସ ଷ୍ପଟିଙ୍ଗ, ଦୀତୀୟ ଓମ ସାଇ ଷ୍ପଟିଙ୍ଗ, ଏଥିରେ ୩୨ଟି ଦଳ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେଇଥିଲେ ।ଏହି ଫୁଟବଲ ଖେଳ ଅଞ୍ଚଳର ଆଗାମି ଭବିଷ୍ୟତ ଖେଳ ପ୍ରେମିଙ୍କୁ ବେଶ ପ୍ରେରଣା ଯୋଗାଇବ । ଆଜି ଅପରାହ୍ନରେ ଖେଳ ସଂମ୍ପୁର୍ଣ୍ଣ ହୋଇଯାଇଛି ,ଆଜି ରାତ୍ରୀ ନଅଟା ସମୟର ସୂଚନା ।
Read More News
T & CPrivacy PolicyContact Us