This browser does not support the video element.
ସୁକିନ୍ଦା: ମା ଭୂଆଶୁଣି ଯାତ୍ରା କମିଟି ପକ୍ଷରୁ ୨୫ବର୍ଷ ପୂର୍ତ୍ତି ଅବସରରେ ହାତୀବାରି ଗ୍ରାମରେ ଯାତ୍ରା ଉଦ୍ଘାଟିତ
Sukinda, Jajpur | Sep 14, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତୀବାରି ଗ୍ରାମରେ ମା ଭୂଆଶୁଣି ଯାତ୍ରା କମିଟି ପକ୍ଷରୁ 25 ବର୍ଷ ପୂର୍ତ୍ତି ଅବସରରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଶଧର ମୁଦୁଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶିଧର ପରିଡ଼ା , ଅବସରପ୍ରାପ୍ତ ସେନା ଅଧିକାରୀ କୁଳମଣି ଦାସ, ପ୍ରବୋଚକ ବିଦ୍ୟାଧର ପୃଷ୍ଟି , ଯୁବ ସଙ୍ଗଠକ ମନୋଜ କୁମାର ନାଥ , ବିଦ୍ୟୁତ ବିଭାଗ ଅଧିକାରୀ ଶୁଭେନ୍ଦୁ ଶେଖର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ କୁମାର ନାଏକ ଯୋଗଦେଇ ଉଦ୍ଘାଟିତ କରିଥିଲେ ।