This browser does not support the video element.
ସଦର: ଆର ଡବ୍ଲୁ ଏସ ଏସ କାର୍ଯ୍ୟାଳୟ ଠାରେ ବିଭାଗ ର ସମସ୍ତ ଚାଲୁଥିବା ପ୍ରକଳ୍ପ ର ସମୀକ୍ଷା ବୈଠକ
Sadar, Kalahandi | Sep 1, 2025
କଳାହାଣ୍ଡି RWSS ପକ୍ଷରୁ ପ୍ରକଳ୍ପ ସମୀକ୍ଷା କଳାହାଣ୍ଡି RWSS କାର୍ଯ୍ୟାଳୟରେ ବିଭାଗର ସମସ୍ତ ଚାଲୁଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ପୁରଭଂହ 10ଟା ସମୟ ରେ ଅନୁଷ୍ଠିତ ହୋଇଛି। ବୈଠକରେ EE, AEE, AE, JE ସହ ସମସ୍ତ କାର୍ଯ୍ୟକାରୀ ଏଜେନ୍ସୀ ଉପସ୍ଥିତ ଥିଲେ। ପ୍ରତ୍ୟେକ ପ୍ରକଳ୍ପର ପ୍ରଗତି, ସମସ୍ୟାବଳୀ ଓ ସମାଧାନ ଉପରେ ଆଲୋଚନା କରାଗଲା। RWSS ପକ୍ଷରୁ ସ୍ପଷ୍ଟ କରାଗଲା ଯେ ସମସ୍ତ ପ୍ରକଳ୍ପକୁ ଯଥା ଶୀଘ୍ର ସମାପ୍ତ କରି ଜନସାଧାରଣଙ୍କୁ ଲାଭାନ୍ୱିତ କରାଯିବ।