This browser does not support the video element.
ଅତାବିରା: ଲହଣ୍ଡା ଜୁଗିପାଲି ଅଣ୍ଡର ପାସ୍ ରାସ୍ତାରେ ୬ ଫୁଟ ପାଣି, ପରୀକ୍ଷା ଦେଇପାରିଲେନି ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
Attabira, Bargarh (Baragarh) | Sep 25, 2025
ଅଣ୍ଡର ପାସ୍ ରାସ୍ତାରେ ୬ ଫୁଟ ପାଣି, ପରୀକ୍ଷା ଦେଇପାରିଲେନି ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଦିନ ମୋଟର ପମ୍ପ ଯୋଗେ ପାଣି ଖଲାସ କରା ନ ଗଲେ ରାସ୍ତା ବନ୍ଦ। ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ଅଧୀନ ଯୋଗିପାଲି ଗ୍ରାମକୁ ଯିବା ରାସ୍ତାରେ ଥିବା ଅଣ୍ଡର ପାସ୍ ରାସ୍ତାରେ। ଲଘୁଚାପ ବର୍ଷା ଯୋଗୁ ୬ଫୁଟ ଉଚ୍ଚର ପାଣି ଜମି ରହିବାରୁ ଗୁରୁବାର ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଯାହାଫଳରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯାଇ ନ ପାରି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ପ