Download Now Banner

This browser does not support the video element.

ଖଲ୍ଲିକୋଟ୍: ବାବା ଝାଡ଼େଶ୍ୱରଙ୍କ ପୀଠରେ ଚିକିଲି ଓ ତାଳପଡ଼ା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 12, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାବା ଝାଡ଼େଶ୍ୱରଙ୍କ ପୀଠରେ ଆଜି ବିଜେପି ର ଚିକିଲି ଓ ତାଳପଡ଼ା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ସାଢ଼େ ୧୨ ଟା ସମୟରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳା ରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ଅମୃତ କାଳ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା କୁ ନେଇ ବିଧାୟକ ଶ୍ରୀ ସେଠୀ ଆଲୋକପାତ କରିଥିଲେ ।
Read More News
T & CPrivacy PolicyContact Us