Download Now Banner

This browser does not support the video element.

ନୂଆପଡା: ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସ୍ମାରକୀପତ୍ର ପ୍ରଦାନ

Nuapada, Nuapada | Aug 1, 2025
ନୂଆପଡାରେ NMOPS ଅଭିଯାନର ଅଂଶ ଭାବେ ଜିଲ୍ଲା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହ ଆଜି 12 ଘଣ୍ଟିକା ସମୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପତ୍ର ମାଧ୍ୟମରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ଓଲ୍ଡ ପେନସନ୍ ସିଷ୍ଟମ୍ (OPS) ଚାଲୁ କରିବା ପାଇଁ ଦାବି କରାଯାଇଛି ।
Read More News
T & CPrivacy PolicyContact Us