Download Now Banner

This browser does not support the video element.

ବ୍ରହ୍ମଗିରି: ଖଟିଆକୁଦି ଗ୍ରାମରେ ଗ୍ୟାସଟାଙ୍କି ଫାଟି ପୋଡିଗଲା ୩ ବଖରା ଚାଳ ଘର

Brahmagiri, Puri | Sep 12, 2025
ଶୁକ୍ରବାର ୪ ଘଟିକା ସମୟରେ ଖଟିଆକୁଦି ଗ୍ରାମରେ ଗ୍ୟାସଟାଙ୍କି ଫାଟି ଜଳିଗଲା ତିନି ବଖରା ଘର। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ସୁନା ଗହଣା ଆସବାପାତ୍ର ପୋଡି ଜଳି ପାଇଁସ ହୋଇଛି। ମାୟାଧର ତରେଇଙ୍କ ୩ ବଖରା ଚାଳଘର ପୋଡି ପାଉଁଶ ହୋଇଛି। ଅଗ୍ନିସମ ବାହିନୀ ଓ ଗ୍ରାମବାସୀ ଉଦ୍ୟମରେ ନିଆଁ ଆୟତ ହୋଇଛି। ଧାନ ଚାଉଳ ସୁନା ଗହଣା ଟଙ୍କା ପଇସା ସମେତ ଘରର ମୂଲ୍ୟବନ କାଗଜପତ୍ର ଗ୍ୟାସ ଟାଙ୍କି ନିଆଁରେ ପାଉଁଶ ହୋଇଥିବା ବେକେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର।
Read More News
T & CPrivacy PolicyContact Us