Download Now Banner

This browser does not support the video element.

କଣ୍ଟାମାଳ: ନୂଆପାଲି ଗ୍ରାମର ନାବାଳିକା ଭଉଣୀର ବିବାହ ଉଦ୍ୟମ ବିରୋଧରେ ମନମୁଣ୍ଡା ଥାନାରେ ଅଭିଯୋଗ କଲା ଭାଇ

Kantamal, Boudh (Bauda) | Apr 5, 2024
ନୂଆପାଲି ଗ୍ରାମର ନାବାଳିକା ଭଉଣୀର ବିବାହ ଉଦ୍ୟମ ବିରୋଧରେ ଆଜି ଅପରାହ୍ନରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମନମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ଜନୈକା ନାବାଳିକାକୁ ତା'ର ଇଛା ବିରୋଧରେ ବିବାହ କରିଦେବାକୁ ନାବାଳିକାର ବାପା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଭାଇ ଓ ଭଉଣୀ ମିଶି ବିବାହକୁ ବିରୋଧ କରିବାରୁ ସାବତ ମା' ଙ୍କ ସହଯୋଗରେ ବାପା ନାବାଳିକାକୁ ନେଇ କେଉଁଠି ଲୁଚାଇ ରଖିଥିବା ଅଭିଯୋଗ କରିଛନ୍ତି ନାବାଳିକାର ଭାଇ।
Read More News
T & CPrivacy PolicyContact Us