Download Now Banner

This browser does not support the video element.

ଖୋର୍ଦ୍ଧା: ବ୍ରହ୍ମପୁରା ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

Khordha, Khordha | Aug 26, 2025
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ନିକଟସ୍ଥ ବହ୍ମପୁରା ଛକ ନିକଟରେ ବାଇକ୍ ଦୁର୍ଘଟଣା ରେ ଜଣେ ଗୁରୁତର ହୋଇଛନ୍ତି। ପ୍ରଥମେ ନିକଟସ୍ଥ ବୋଲଗଡ଼ ମେଡ଼ିକାଲ କୁ ନିଆ ଯିବା ପରେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ସ୍ଥାନାନ୍ତର କରଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us