Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ତୁରୁବୁଡି ଗ୍ରାମ ର ସୋସାଇଟିରେ ଚାଷୀଙ୍କୁ ସାର ମିଳୁନଥିବା ଅଭିଯୋଗ ଘେରାଉ କରିଲେ ଚାଷୀ ।
Digapahandi, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ତୁରୁବୁଡି ଗ୍ରାମ ର ସୋସାଇଟିରେ ଚାଷୀଙ୍କୁ ସାର ମିଳୁନଥିବା ଅଭିଯୋଗ ଘେରାଉ କରିଲେ ଚାଷୀ । ଏହି ଭଳି ଦୃଶ୍ଯ ଆଜି ଦିନ 11 ଘଣ୍ଟ ସମୟରେ ଦେଖିବାକୁ ମିଳିଥିବା ବେଳେ ଚାଷୀଙ୍କୁ ସାର ଦିଆଯାଉନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ବହୁ ଚାଷୀ ତୁରୁବୁଡି ଗ୍ରାମ ର ସୋସାଇଟିକୁ ବହୁ ସମୟ ଧରି ଘେରାଉ କରିଥିବାର ଖବର ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!