This browser does not support the video element.
ବଲାଙ୍ଗୀର: ଟିକ୍ରା ପଡ଼ା ସରକାରି ସ୍କୁଲ ରେ ଛାତ୍ରକୁ ନିର୍ଯ୍ୟାତନା, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ
Balangir, Balangir | Aug 6, 2025
ଛାତ୍ରକୁ ନିର୍ଯ୍ୟାତନା, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ସଇଁତଳା ବ୍ଳକ ଅନ୍ତର୍ଗତ ଟିକ୍ରାପଡା ସରକାରୀ ସ୍କୁଲରେ ଛାତ୍ର ନିର୍ଯ୍ୟାତନା ଅଭିଯୋଗ I ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶ ରଖି ବାରମ୍ବାର ସ୍କୁଲରେ ଛାତ୍ରକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ I ଏନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଯୋଗ ଆଣିଛନ୍ତି ଛାତ୍ରର ବାପାମାଆ I ନିର୍ଯ୍ୟାତନା ନେଇ ପୂର୍ବରୁ ଟିକ୍ରାପଡା ଫାଣ୍ଡିରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗୀର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି I