Install App
abmahapatra2006
This browser does not support the video element.
ନୂଆପଡା: ଶ୍ରୀରାମ ଛକ ପୂଜା ମଣ୍ଡପ ରେ ମହା ନବମୀ ପୂଜା ଶ୍ରଦ୍ଧାଳୁ ଙ୍କ ପାଇଁ ଆୟୋଜକ କମିଟି ପକ୍ଷରୁ ଭଜନ ସନ୍ଧ୍ୟାର ଆୟୋଜନ
Nuapada, Nuapada | Oct 1, 2025
ନୂଆପଡ଼ା ଜିଲ୍ଲା ସଦର ମହକୁମା ଶ୍ରୀରାମ ଛକ ଠାରେ ଆୟୋଜିତ ଦୁର୍ଗା ପୂଜା ମଣ୍ଡପ ରେ ଆଜି ସନ୍ଧ୍ୟା ସାତଟା ସାଢେ ସାତଟା ମଧ୍ୟରେ ମହାନବମୀ ପୂଜା ର ମହା ଆଳତି କରାଯାଇଛି। ଆଜି ଆୟୋଜକ କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ପାଇଁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!