This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ
Dabugan, Nabarangpur | Aug 27, 2025
ଆଜି ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି | ସରକାରି ଓ ବେସରକାରି ଶିକ୍ଷା ଅନୁଷ୍ଠାନ ସହ ବିଭିନ୍ନ ଗ୍ରାମରେ ଗଣେଶ ପୂଜା ହୋଇଥିଲା | ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନେ ପୂଜା କରିଥିବା ବେଳେ ଗାଁ ଗହଳିରେ ଲୋକେ ପୂଜା ପେଣ୍ଡାଲ କରି ଗଣେଶ ମୂର୍ତ୍ତି ପୂଜା କରିଥିଲେ | ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା ଯାରି ରହିଥିଲା | ପୂଜା ସ୍ଥାନ ଗୁଡିକରେ ପ୍ରବଳ ଜନ ସମାଗାମ ହୋଇଥିଲା |