Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ମସଜିଦପଡ଼ା ରୁ ବାଇକ୍ ଚୋରି ଘଟଣା ରେ ଜଣେ ଅଟକ, ତଦନ୍ତ ଆରମ୍ଭ କଲା ପୋଲିସ

Govindpur, Sambalpur | Sep 11, 2025
ଗତ ସୋମବାର ରାତିରେ ବାମରା ମସଜିଦ ପଡ଼ାର ଏମଡି ଆଦିଲ ଙ୍କ ବାଇକ୍ ତାଙ୍କ ଘର ପାଖରୁ ଚୋରି ହୋଇଥିଲା। ଏହାକୁ ନେଇ ସେ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଥିଲେ। ବାମରା ଅଞ୍ଚଳ ରେ ଲାଗିଥିବା ବିଭିନ୍ନ ସିସି ଟିଭି କୁ ନେଇ ପୋଲିସ ନିଜ ତଦନ୍ତ ଆରମ୍ଭ କରିଥିବା ବେଳେ କ୍ୟାମେରା ଫୁଟେଜ ଆଧାର ରେ ପୋଲିସ ସମ୍ବଲପୁର ଅଞ୍ଚଳ ର ଜଣେ ବ୍ୟକ୍ତିଙ୍କୁ ବାମରା ରେଳ ଷ୍ଟେସନ ଅଞ୍ଚଳ ରୁ ଗୁରୁବାର ସନ୍ଧ୍ୟା ୫ ଟା ସମୟରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us