Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ସମାଜ ର ପ୍ରତିବାଦ ସଭା ଓ ଶୋଭାଯାତ୍ରା

Baleshwar M, Balasore | Sep 9, 2025
ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଉତ୍କଳ ସମାଜ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୋଧରେ ଏକ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ।ଆଇନଜୀବୀ ଗୌତମ ଭୋଇଙ୍କ ସଭାପତିତ୍ବରେ ଏହି ସଭାରେ ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ୬ ଜଣ ଲେଖାଏଁ ଶିକ୍ଷକ,ଶିକ୍ଷୟତ୍ରୀ ଥିବା ବେଳେ ଦୁଇଜଣ ପାଠ ପଢ଼ାଉଛନ୍ତି,ବାକି ଚାରିଜଣ ବିନା କାମରେ ଦରମା ନେଉଛନ୍ତି।ଖେଳ ପଡିଆର ଅଭାବ,ଶୋଚନୀୟ ଅବସ୍ଥାରେ ବିଦ୍ୟାଳୟର ଲାଇବ୍ରେରୀ, ଏଗୁଡ଼ିକର ଗୁଣାତ୍ମକ ଅଭିବୃଦ୍ଧି,ଲାଇବ୍ରେରୀ ରେ ପୂର୍ଣ୍ଣ ବିନିଯୋଗ ଓ କ୍ରୀଡାର ବିକାଶ ପାଇଁ ଦାବି କରାଯାଇଛି।
Read More News
T & CPrivacy PolicyContact Us