This browser does not support the video element.
ବୀରମହାରାଜପୁର: ଉଫୁଲା, ହିଲୁଙ୍ଗ ଏବଂ ମେଣ୍ଡାମାଲ ଠାରେ ମାଁ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ଓ ଅଷ୍ଟମୀ ପୂଜା ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 29, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ଇଫୁଲା, ହିଲୁଙ୍ଗ ଏବଂ ମେଣ୍ଡା ମାଲ ଠାରେ ମାଁ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ଓ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମା ମାହେଶ୍ୱରୀନକ୍ ପୂଜାର୍ଚ୍ଚନା ପରେ ଘାଣ୍ଟି, ଘଣ୍ଟା ଢୋଲ ନିଶାନର ତାଳେ ତାଳେ ମା ମହେଶ୍ୱରୀଙ୍କୁ ଏକ ଶୋଭାଯାତ୍ରା ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ନିକଟ ମହାନଦୀକୁ ଯାଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ, ଆଇଆଇସି ସାରଙ୍ଗ ପାଣିଗ୍ରାହୀ, ମନିଷ୍ଟେଟ ଏବଂ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ l