Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗାଁର ମୁଖ୍ୟ ସଡକକୁ ବହୁ ସମୟ ଧରି ଲୋକେ ଅବରୋଧ କରିଥିଲେ ।

Digapahandi, Ganjam | Sep 12, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗାଁର ମୁଖ୍ୟ ସଡକକୁ ବହୁ ସମୟ ଧରି ଲୋକେ ଅବରୋଧ କରିଥିଲେ । ବହୁ ବର୍ଷ ହେବ ଦିଗପହଣ୍ଡି ତପ୍ତପାଣି ରାସ୍ତା କାମ ଚାଲିଥିବା ବେଳେ ସଠିକ ଭାବରେ ରାସ୍ତା ନିର୍ମାଣ କରାଯାଉନଥିବା ଅଭିଯୋଗରେ ରାସ୍ତା ରୋକ ହୋଇଥିଲା । ଏହି ରାସ୍ତାରୋକ ଅ।ଜି ଦିନ 10 ଘଣ୍ଟ ସମୟରେ ହୋଇଥିବା ବେଳେ ଗଂଜାମ-ଗଜପତି ଗାଡିଚଳାଚଳ ବନ୍ଦ ରହିଥିଲା । ପୋଲିସ ପ୍ରଶାସନ ପହଁଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ ବହୁ ବର୍ଷ ହେବ ରାସ୍ତା କାମ ଠିକାଦାର ସାରୁନଥିବା ଅଭିଯୋଗ ହୋଇଛି ।
Read More News
T & CPrivacy PolicyContact Us