Download Now Banner

This browser does not support the video element.

ନର୍ଲା: ବୁଢ଼ୀ ପଦର ଗ୍ରାମର ତୀର୍ଥ ଗଉଡ ଙ୍କ ଘରୁ ସାମଗ୍ରୀ ଚୋରୀ ଘଟଣା ଥାନାରେ ଅଭିଯୋଗ ପୋଲିସ କରୁଛି ତଦନ୍ତ

Narala, Kalahandi | Sep 12, 2025
ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ବୁଢ଼ୀ ପଦର ଗ୍ରାମର ତୀର୍ଥ ଗଉଡ ଙ୍କ ଘରୁ କେହି ଅଜଣା ଦୁର୍ବୃତ୍ତ ଚୋର ମାନେ ଆସି ଘରେ ଥିବା ସାମଗ୍ରୀ କୁ ଚୋରି କାରୀ ନେଇଯାଇଥିଲେ ଏ ନେଇ ଆଜି ଶୁକ୍ରବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା କୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us