Download Now Banner

This browser does not support the video element.

ଜୟପୁର: ଝିଲିମିଲିଗୁଡା ଓ ମୂଳାସର ଜଙ୍ଗଲ ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, 2 ଗିରଫ

Jeypore, Koraput | Sep 9, 2025
ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢାଉ କରିବା ସହ ମଦ ପ୍ରସ୍‌ୁତ ସମୟରେ ଚଢାଉ କରିଛି ଜୟପୁର ଅବକାରି ଥାନା ଏନେଇ ଆଜି ସଂନ୍ଧ୍ୟା 6ଟାରେ ସୂଚନା ଦିଆଯାଇଛି । ବିଦେଶି ମଦ ଚାଲାଣ ବେଲେ ଝିଲିମିଲିଗୁଡା ରାସ୍ତାରେ ଚଢାଉ କରି ଅଭିଯୁକ୍ତ ସୁନା ଧର ଗାଦବା କୁ ଗିରଫ କରି ତାଠାରୁ ୭ ଲିଟର ବିଦେଶି ମଦ ଜବତ କରିଛି । ସେହିପରି ମୁଳାସର ଗ୍ରାମ ରାସ୍ତାରେ ଚଢାଉ କରି ବାପି ହରିଜନ ଠାରୁ ୭୦ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତ କୁ ଗିରଫ କରଛି । ସେହିପରି ଦେଶି ମଦ ପ୍ରସ୍‌ୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ମୁଳାସର ଜଙ୍ଗଲରେ ଚଢାଉ କରିଛି ।
Read More News
T & CPrivacy PolicyContact Us