Download Now Banner

This browser does not support the video element.

ଛତ୍ରପୁର: ପାଲୁର ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, କାର୍ ସହ ୨ ଜଣଙ୍କୁ ଗିରଫ କଲା ରମ୍ଭା ପୋଲିସ

Chhatrapur, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ଦେଇ ବାହାର ଜିଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ରମ୍ଭା ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର୍ ସହ ୨୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ରମ୍ଭା ଥାନା ଅଧିକାରୀ କୁମର ମୁଦୁଲି ଏନେଇ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us