Download Now Banner

This browser does not support the video element.

ଧର୍ମଗଡ: ଟେମରା ଗାଁ ରେ ମଦ କୋଠି ବନ୍ଦ ପାଇଁ କୋକସରା ଥାନା ର ଦ୍ୱାରସ୍ତ ହେଲେ ମହିଳା ଗୋଷ୍ଠୀ

Dharamgarh, Kalahandi | Sep 8, 2025
ଦିନ ତମାମ ରାସ୍ତା ରେ ମଦୁଆ ଙ୍କ ଅଶାଳୀନ ବ୍ୟବହାର ଟାହି ଟାପରା ଓ ଗାଁ ମଝିରେ ଖୁଲାମଖୁଲା ଦେଶୀ ବିଦେଶୀ ମଦ କୋଠି ଖୋଲି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ମାନେ ବେଆଇନ ଭାବେ ମଦ କୋଠି ଖୋଲିଥିବା ଅଭିଯୋଗ ରେ ସୋମବାର ରାତ୍ର ୭ ଟା ରେ ଟେମରା ଗାଁ ର ସ୍ୱୟଂ ସହାୟକ ମହିଳା ମାନେ କୋକସରା ଥାନା ର ଦ୍ୱାରସ୍ତ ହୋଇ ମଦ କୋଠି ବନ୍ଦ କରିବାକୁ ଦାବୀ କରିଛନ୍ତି।
Read More News
T & CPrivacy PolicyContact Us