This browser does not support the video element.
ସୁକିନ୍ଦା: ଜାମୁପଶି ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ଯୁବକ ଗୁରୁତର
Sukinda, Jajpur | Sep 13, 2025
ଜାମୁପଶି ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ବ୍ଲକ ଛକ ପାଖ ମୁସଲମାନ ସାହି ବାସିନ୍ଦା ଏସକେ ଆୟୁ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଶୁକ୍ରବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।