Download Now Banner

This browser does not support the video element.

ଆଳି: ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ

Aali, Kendrapara | Mar 11, 2024
ସୋମବାର ମଧ୍ୟାହ୍ନ ୧୨ ଘଟିକା ସମୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପଦନପୁରସ୍ଥିତ ମହମ୍ମଦ ହସିମୁଦ୍ଦିନ୍‌ ଉପ୍ରା ବିଦ୍ୟାଳୟ ଓ ଦେମାଳଠାରେ ଥିବା ବ୍ରଜସୁନ୍ଦର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଛନ୍ତି। ସେଠାରେ ପିଲାଙ୍କ ପାଠପଢା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଆଳି ବିଡ଼ିଓ ମିନତୀ ଜଗଦେବ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us