Download Now Banner

This browser does not support the video element.

ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ 45 ବର୍ଷୀୟା ମହିଳା ଘରୁ ନିଖୋଜ ଘଟଣା ଆଜି ଥାନାରେ ଅଭିଯୋଗ କରିଛନ୍ତି ପରିବାର

Narala, Kalahandi | Aug 30, 2025
ସୂଚନା ଯୋଗ୍ୟ ଗଟ ବିଧବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଜଣେ 45 ବର୍ଷୀୟା ମହିଳା ଘରୁ ନର୍ଲା ସହରକୁ ବଜାର କରିବା ପାଇଁ ବାହାରି ଥିଲା ପରବର୍ତ୍ତୀ ସମୟରେ ଘରକୁ ଫେରି ନ ଥିଲା ଏ ନେଇ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ପରିବାର
Read More News
T & CPrivacy PolicyContact Us