Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଗୁରୁବାର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୩ଟି କାର ପିଟି ହୋଇଛି।

Cuttack M Corp PS, Cuttack | Aug 28, 2025
ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆରେ ଗୁରୁବାର ଦିନ ୧୧ ଟାରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୩ଟି କାର ପିଟି ହୋଇଛି। ଦୁର୍ଘଟଣାରେ କୌଣସି ମୃତାହତ କିମ୍ବା କେହି ଆହତ ହୋଇନଥିବା ସୂଚନା ମିଳିଥିବାବେଳେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us