Download Now Banner

This browser does not support the video element.

ଜି ଉଦୟଗିରି: ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରିନ ଥିବା ଅଭିଯୋଗ ରେ ଜି ଉଦୟଗିରି ସହର ରୁ ଦୁଇ ଜଣ ଙ୍କୁ ଧରି ମାମଲା ରୁଜୁ ହୋଇଛି

G Udayagiri, Kandhamal | Aug 30, 2025
ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା , ଅଧିକ ସଂଖ୍ୟକ ଲୋକ ବସିଥିବା ଏପରି ଅଭିଯୋଗ କ୍ରମେ ଜି ଉଦୟଗିରି ସହର ରୁ ପୋଲିସ ତିନି ଜଣଙ୍କୁ ଧରିବା ସହ ପୃଥକ ପୃଥକ ଭାବରେ ତିନୋଟି ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 176:177/2025 ରେ ତିନୋଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us