This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ ର ଚାରି ପଞ୍ଚାୟତ ର ୧୨ରୁ ଉର୍ଦ୍ଧ ଗାଁ ୩ ଦିନ ଜଳବନ୍ଦୀ ରହିବା ପରେ ଚାଷ ଜମି ବ୍ଯାପକ କ୍ଷୟକ୍ଷତି ହୋଇଛି
Bhadrak Rural, Bhadrak | Aug 28, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ର ଚାରି ପଞ୍ଚାୟତ ୧୨ ର ରୁ ଉର୍ଦ୍ଧ ଗାଁ ୩ଦିନ ହେଲା ଜଳବନ୍ଦୀ ରହିବା ପରେଚାଷଜମିବ୍ଯାପକକ୍ଷୟକ୍ଷତି ହୋଇଛିଚାନ୍ଦବାଲି ବ୍ଲକରେ ଚାରି ପଞ୍ଚାହତ ର ୧୨ରୁ ଉର୍ଦ୍ଧ ଗାଁ ୩ ଦିନ ଜଳବନ୍ଦୀ ରହିବା ପରେ ବ୍ୟାପକ ଚାଷ ଜମି କ୍ଷୟ କ୍ଷତି l ବୈତରଣୀ ବନ୍ୟା ପାଣି କମିଛି. ଉପର ମୁଣ୍ଡରୁ ପାଣି କାମୁଥୁବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ର ଆରଡ଼ି, ନାନ୍ଦପୁର, ସ୍ଵନ୍ଦରପୁର ଓ ଓଲଗପଞ୍ଚାୟତରତଳିଆ ଅଞ୍ଚଳ ରେ ପାଣିଜମି ରହିଛି, ମୁଆଁ, ସନ୍ତରା,ଗାଁରାସ୍ତାରେଏବେବିପାଣିଜମିରହିଛି. . ହଜାର ହଜାର ହେକ୍ଟର ଚାଷଜମି ଆଜିଦିନ୪ଘଟିକାସମୟରେଦେଖିବାକୁମିଳିଛିଦୃଷ୍ଯ।