Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଦୁର୍ଘଟଣାରେ ମୃତ୍ୟ ବରଣ କଲା ଦୁଧିଆଣି ରେଞ୍ଜ ଅଞ୍ଚଳରେ ଆତଙ୍କୀ ଖେଳାଇଥିବା ହେଟାବାଘ
Baripada M, Mayurbhanj | Sep 10, 2025
ଗତକାଲି ସନ୍ଧ୍ୟାରେ କାଠକରଞ୍ଜିଆ ଗାଁରେ ଏକ ଛେଳିକୁ ଧରି ରାସ୍ତା ପାର ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ହେଟାବାଘର ମୃତ୍ୟୁ ଘଟିଛି। ଏ ନେଇ ବୁଧବାର ସକାଳ ୮ଟାରେ ସୂଚନା ଦେଇଛି ବନବିଭାଗ। ତେବେ ବୁଧବାର ତାର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରିବ ବନବିଭାଗ ବୋଲି ଜଣାପଡିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!