This browser does not support the video element.
ଆନନ୍ଦପୁର: ଛେନାପଦି ଛକରେ ବାଇକ ସାଇଟ ମରାକୁ ନେଇ ଉତ୍ତେଜନା
Anandapur, Kendujhar | Sep 11, 2025
ଛେନାପଦି ଛକ ମାର୍କେଟରେ ବାଇକ ସାଇଟ ମରାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ରାତି ୮ଟା ବେଳେ ଜଣେ ବାଇକ୍ ଆରୋହୀ ଅନ୍ୟ ଜଣେ ବାଇକ ଅରୋହିଙ୍କୁ ସାଇଟ ମାରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପେଟ୍ରୋଲିଂ ଗାଡି ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।