This browser does not support the video element.
ବୀରମହାରାଜପୁର: ହାଇଦ୍ରାବାଦରେ କମାଲ ଦେଖାଇଲେ ଜେଲୱାର୍ଡରେ କାର୍ଯ୍ୟରତ ଦମ୍ପତି,ଡ୍ରାମା ପ୍ରତିଯୋଗିତାରେ ହାସଲକଲେ ସ୍ଵର୍ଣପଦକ ,ବିଭିନ୍ନ ମହଲରୁ ଶୁଭେଛାର ସୁଅ
Biramaharajpur, Subarnapur (Sonepur) | Sep 11, 2025
ହାଇଦ୍ରାବାଦ ରେ କମାଲ ଦେଖାଇଲେ ଜେଲୱାର୍ଡରେ କାର୍ଯ୍ୟରତ ଦମ୍ପତି l ଡ୍ରାମା ପ୍ରତିଯୋଗିତାରେ ସ୍ଵର୍ଣପଦକ ହାସଲ କରି ସୁବର୍ଣ୍ଣପୁର ଜିଲ୍ଲାପାଇଁ ଗୌରବ ଆଣିଛନ୍ତି l ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାଞମହଲା ଗ୍ରାମର ହରିଶଙ୍କର ପୁରୋହିତ ଏବଂ ତାଙ୍କ ପତ୍ନୀ ମୁକ୍ତା ପୁରୋହିତ ଜେଲ ୱାର୍ଡ ରେ କାର୍ଯ୍ୟରତ ଅଛନ୍ତି l ତେବେ ଗତକାଲି ବିଳମ୍ବିତ ରାତି ତଥା ରାତି 12ଟା ପର୍ଯ୍ୟନ୍ତ ହାଇଦ୍ରାବାଦ ଠାରେ ସର୍ବଭାରତୀୟ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମେରା ଭାରତ ମହାନ ନାଟକ ମଞ୍ଚସ୍ଥ ହୋଇଥିଲା l ଏଥିରେ ଉଭୟ ଦମ୍ପତି ଭାଗ ନେଇ ଡ୍ରାମା ପ୍ରଦର୍ଶନ କରି କମା