Download Now Banner

This browser does not support the video element.

ସୁକିନ୍ଦା: ଭାଲୁକିପାତଳା ଗ୍ରାମରୁ ଚୋରା ଦେଶି ମଦ ଜବତ ଜଣେ ଗିରଫ

Sukinda, Jajpur | Aug 31, 2025
କାଳିଆପାଣି ଥାନା ଅନ୍ତର୍ଗତ ଭାଲୁକିପାତଳା ଗ୍ରାମରୁ ଚୋରା ଦେଶି ମଦ ଜବତ ସଂମ୍ପୃକ୍ତ ବ୍ୟକ୍ତି ଗିରଫ । ସୂଚନା ମୁତାବକ କାଳିଆପାଣି ପୋଲିସ ପକ୍ଷରୁ ଶନିବାର ରାତିରେ ଭାଲୁକିପାତଳା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଗ୍ରାମର ଗୋଲେଖ ବାରିକଙ୍କ ଠାରୁ 11 ଲିଟର ଚୋରା ଦେଶି ମଦ କରି ମାମଲା ରୁଜ୍ଜୁ କରି ସଂମ୍ପୃକ୍ତ ଗୋଲେଖ ବାରିକଙ୍କୁ ରବିବାର ଅପରାହ୍ନ 4 ଘଟିକା ସମୟରେ ସୁକିନ୍ଦା ଵିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ପକ୍ଷରୁ ରବିବାର ରାତି 8 ଘଟିକା ସମୟରେ ସୂଚନା ମିଳିଛି ।
Read More News
T & CPrivacy PolicyContact Us