This browser does not support the video element.
ଯୋଡା: ଏନଏଚ-୫୨୦ ଭଦ୍ରାସାହି ନିକଟରେ ଲକ୍ଷ୍ମୀ ବସକୁ ଧକ୍କା ଦେଲା ହାଇୱା, ଅଳ୍ପକେ ବାର୍ତ୍ତିଲେ ଯାତ୍ରୀ
Joda, Kendujhar | Apr 26, 2024
ଶୁକ୍ରବାର ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ନିକଟରେ ଲକ୍ଷ୍ମୀ ବସକୁ ହାଇୱା ଧକ୍କା ଦେଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲକ୍ଷ୍ମୀ ବସଟି ବଲାଣୀ ପଞ୍ଚାୟତରୁ ଯୋଡ଼ା ବ୍ଲକ୍ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାଇୱାଟି ବସକୁ ଓଭରଟେକ୍ କରିବାକୁ ଯାଇ ବସର ପଛଭାଗ ଡାହାଣପଟରେ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇ ନଥିବା ବେଳେ ବସରେ ଯାଉଥିବା ସମସ୍ତ ୨୫ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି ।