This browser does not support the video element.
ନୂଆପଡା: ଭୋଜପୁର ଘାଟିରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Nuapada, Nuapada | Aug 24, 2025
ଆଜି ଅପରାହ୍ନ ସାଢେ଼ ତିନିଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରି ପଞ୍ଚାୟତ ଭୋଜପୂର୍ ଘାଟିରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ କୋମନା ବିଡିଓ ସର୍ବେଶ୍ଵର ଯାଲ ସିଡିପିଓ ଦେବକୀ ମଲ୍ଲିକ ସ୍ଥାନୀୟ ସରପଞ୍ଚ ରାଇଧର ବଘେଲ ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କୁ ନିଜ ଭିଟାମାଟି ଛାଡ଼ି ଅନ୍ୟତ୍ର ନଯିବାକୁ ଆହ୍ବାନ ଦେଇଥିଲେ।ପରେ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇଥିଲେ।