Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ବନ୍ଦର ପିଆଇସିଟି ବର୍ଥରେ ଅଘଟଣ, ଜାହାଜ ରୁ ଖସିପଡି ଜଣେ କ୍ରୁ ମେମ୍ବର ନିଖୋଜ ଥିବା ବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇଛି

Jagatsinghapur, Jagatsinghpur | Sep 5, 2025
ପିଆଇସିଟି ବର୍ଥରେ ଅଘଟଣ, ଜାହାଜ ରୁ ଖସିପଡି ଜଣେ କ୍ରୁ ମେମ୍ବର ନିଖୋଜ ଥିବା ବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇଛି l ପାନାମା ଜାତୀୟ ପତାକା ଲଗାଇ ଆସିଥିବା ପଣ୍ୟବାହୀ ଜାହାଜ ଏମ ଭି ଲକି ଡ୍ରାଗନରୁ ଖସି ଜଣେ ଚାଇନା ନାବିକ ନିଖୋଜ ଅଛନ୍ତି। ସେ ହେଲେ ଝାଙ୍ଗ ତାଇ। ଆଉ ଜଣେ ବାଂଲାଦେଶୀ ନାବିକ ପାଣିରେ ବୁଡି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଆହତ ନାବିକଙ୍କ ପରିଚୟ ମିଳିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଜାହାଜ ଏମ ଏସ ରଶ୍ମି ସିମେଣ୍ଟ ଲିମିଟେଡ଼ କମ୍ପାନୀର ପିଗ ଆଇରନ ବୋଝେଇ କରି ସକାଳେ ବର୍ଥ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଥିଲା। ନିଖୋଜ ନାବିକ
Read More News
T & CPrivacy PolicyContact Us