Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଦ୍ଭାବନ ସଭାଗୃହରେ ଦଶହରା ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

Jagatsinghapur, Jagatsinghpur | Sep 6, 2025
ଦୁର୍ଗାପୂଜା,ରାବଣପୋଡ଼ି ଓ ଭଷାଣି ଉତ୍ସବ ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଦ୍ଭାବନ ସଭାଗୃହରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁରରେ ଆଗାମୀ ଦଶହରା ପର୍ବ ,ରାବଣପୋଡି ଓ ଭଷାଣି ଉତ୍ସବ ସୁଚାରୁରୂପେ ପରିଚାଳନା ନିମନ୍ତେ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବିଧାୟକ ଅମରେନ୍ଦ୍ର ଦାସ ,ଏସପି ଅଙ୍କିତ କୁମାର ବର୍ମା ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ,ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ
Read More News
T & CPrivacy PolicyContact Us