Download Now Banner

This browser does not support the video element.

ମାଲକାନଗିରି: କାଲିମେଳା ଡାକ୍ତରଖାନା ପାଇଖାନା ଭିତରେ ଶିଶୁପୁତ୍ର ଜନ୍ମ କଲେ ଆଦିବାସୀ ମହିଳା

Malkangiri, Malkangiri | Sep 8, 2025
କାଲିମେଳା ଡାକ୍ତରଖାନାରେ ଅଭାବନୀୟ ଘଟଣା ଘଟିଛି। ସୋମବାର ଅପରାହ୍ନରେ ଡାକ୍ତରଖାନା ପାଇଖାନା ଭିତରେ ଶିଶୁପୁତ୍ର ଜନ୍ମ କରିଛନ୍ତି ଆଦିବାସୀ ମହିଳା। ପାଇଖାନା ଭିତରେ ପଶି ଯାଉଥିବା ବେଳେ ନବଜାତକୁ ଉଦ୍ଧାର କଲେ ଅନ୍ୟ ଜଣେ ମହିଳା।ମହିଳା ଓ ନବଜାତ ଶିଶୁ ପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us