Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତା କାଲୀ ସକାଳ ୮.୩୦ରୁ ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ୩୦ରୁ ୪୦କିମି ବେଗରେ ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ି ନେଇ ଏଲୋ ୱାର୍ଣ୍ଣି

Baudh Sadar, Boudh (Bauda) | Sep 1, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ମଙ୍ଗଳବାର ୨ତାରିଖ ସକାଳ ୮.୩୦ସମୟରୁ ବୁଧବାର ୩ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ଅପରାହ୍ନ ୫ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରିକାରା ଯାଇଛି
Read More News
T & CPrivacy PolicyContact Us