This browser does not support the video element.
ଜୟପୁର: ବିଶ୍ବ ହିନ୍ଦୁ ପରିସଦ ପକ୍ଷରୁ ଜୟପୁର ଅଗ୍ରସେନ ଭବନ ପରିସରରେ ପ୍ରତିଷ୍ଠା ଦିବସ ଓ ସ୍ବାମୀ ଲକ୍ଷ୍ମଣାନନ୍ଦଜୀଙ୍କୁ ବଳିଦାନ ଦିବସ ପାଳିତ
Jeypore, Koraput | Aug 24, 2025
ବିଶ୍ବ ହିନ୍ଦୁ ପରିସଦ ପକ୍ଷରୁ ଜୟପୁର ଅଗ୍ରସେନ ଭବନ ପରିସରରେ ଆଜି ସଂନ୍ଧ୍ୟା 6ଟାରେ ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ବାମୀ ଲକ୍ଷ୍ମଣାନନ୍ଦଜୀଙ୍କୁ ବଳିଦାନ ଦିବସ ପାଳିତ ହୋଇଯାଇଛି। ସଭାପତି ତେଜେଶ୍ବର ପଣ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବୁଭାଇ ବଜରଙ୍ଗୀ ଉପସ୍ଥିତ ରହି ସନାତନ ସ˚ସ୍କୃତି ଓ ପରମ୍ପରା ପ୍ରତି ପ୍ରତ୍ୟେକ ହିନ୍ଦୁ ବ୍ରତି ରହିବା ଆବଶ୍ୟକ ବୋଲି କହିବା ସହ ସତସଙ୍ଗ ଜରିଆରେ ସସକ୍ତ ସ˚ଗଠନ ନିର୍ମାଣ ହୁଏ। ଏବ˚ ସ˚ଗଠନ ଦ୍ବାରା ହିନ୍ଦୁ ସମାଜର ଏକତା ବଜାୟ ରହିବ ବୋଲି କହିଥିଲେ।