This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମେଂଗ୍ରା ଠାରେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ
Nabarangapur PS, Nabarangpur | Sep 6, 2025
ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପାତ୍ର ପୁଟ ପଞ୍ଚାୟତ ର ମେଂଗ୍ରା ଗସ୍ତ କରିଥିଲେ l ସେଠାରେ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସ୍ବର୍ଗତ ଲକ୍ଷ୍ମଣ ମାଝିଙ୍କ ଦଶାହ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମା ର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ଏବଂ ଏହି ଦୁଖଃଦ ସମୟରେ ପରିବାର ବର୍ଗଙ୍କୁ ସମବେଦନା ଜଣେଇ ଥିଲେ l ଏବଂ ସେଠାକାର ଲୋକଙ୍କ ସହ ସେଠାରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ l