Install App
khabr.malyabanta
This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ରେ କାର୍ଯ୍ୟରତ ଏପିଓ ମଦ୍ୟପାନ କରି କାର୍ଯ୍ୟକୁ ଆସୁଥିବା ଭିଡିଓ ଭାଇରାଲ
Malkangiri, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଏପିଓ କାର୍ଯ୍ୟାଳୟ କୁ ମଦ୍ୟପାନ କରି ନିଶା ଶକ୍ତ ଅବସ୍ଥାରେ ଆସୁଛନ୍ତି। ନିଜ କାର୍ଯ୍ୟ ସଠିକ ଭାବେ କରି ପାରୁ ନଥିବା ବେଳେ କିଛି ଲୋକ କାର୍ଯ୍ୟ ପାଇଁ ଯାଇଥିଲେ। ଏହି ସମୟରେ ଏପିଓ ଜଣଙ୍କ ନିଜ ଚେୟାର ଉଠି କାର୍ଯ୍ୟ କରିବା ବଦଳରେ ଉଠି ପଳାଇ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!