This browser does not support the video element.
ବସ୍ତା: ପତ୍ରଝଡ଼ା,ଗାନ୍ଧୀଛକ,ମଥାନୀ,ଗୋଡିଖାଳ,ଚନ୍ଦନେସିଆ ଅଞ୍ଚଳରୁ ଡିଜେ ଗାଡିକୁ ଜବତ କଲା ବସ୍ତା ପୋଲିସ
Basta, Balasore | Aug 31, 2025
ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ବିନା ଅନୁମତିରେ ବାଜୁଥିବା ବେଳେ ଗତକାଲି ରାତିରେ ପାଞ୍ଚଟି ପରେ ବିଳମ୍ବିତ ରାତିରେ ଗୋଟିଏ ଡିଜେ ଗାଡ଼ିକୁ ଅଟକ ରଖିଛନ୍ତି ବସ୍ତା ପୋଲିସ, ସରକାର ଡିଜେ ବଜାଇବା ଉପରେ କଟକଣା ଲଗାଇଥିବା ବେଳେ ବେଆଇନ ଭାବରେ ସରକାରୀ ନିୟମକୁ ବେଖାତିର କରି ବାଜୁଥିବା ରୁ ଅଟକ ରଖିଛି ପୋଲିସ୍, ଗଣେଶ ପୂଜା ଭସାଣୀ ଅବସରରେ ରାତି ରେ ବିଭିନ୍ନ ସ୍ଥାନରେ ବାଜୁଥିଲା ଡିଜେ,