Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ପୌରହିତ୍ୟ ରେ ଗଣେଶ ଚତୁର୍ଥୀ ପୂଜାର୍ଚନା

Malkangiri, Malkangiri | Aug 27, 2025
ପବିତ୍ର ଗଣେଶ ଚତୁର୍ଥୀରେ ଅବସରରେ ମାନନୀୟ ଜିଲ୍ଲାପାଳ ଙ୍କ ପୌରହିତ୍ୟ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପ୍ରଭୁ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି ।
Read More News
T & CPrivacy PolicyContact Us