This browser does not support the video element.
ଭଞ୍ଜନଗର: ଅଗ୍ନିଶମ କାର୍ଯ୍ୟାଳୟରେ ନୂତନ ଅଗ୍ନିଶମ ଅଧିକାରୀଙ୍କ ଯୋଗଦାନ
Bhanjanagar, Ganjam | May 30, 2025
ଭଞ୍ଜନଗର ଅଗ୍ନିଶମ ବିଭାଗ ରେ ଦୀର୍ଘଦିନ ହେଲା ଅଗ୍ନିଶମ ଅଧିକାରୀ ଙ୍କ ପଦବୀ ଖାଲି ପଡ଼ିଥିଲା। କେନ୍ଦ୍ରାଧିକାରୀ ସମୀର ବିଶ୍ୱାଳ ବାଲେଶ୍ୱର କୁ ପଦୋନ୍ନୋତି ପାଇ ଯିବା ପରେ ମୁଖ୍ୟ ଅଗ୍ନି୍ଯୋଧା ରମେଶ ଚନ୍ଦ୍ର ନାୟକ ଦାୟିତ୍ୱ ତୁଲାଇଥିଲେ। ବର୍ତମାନ ନୂତନ ଭାବେ ଅତିରିକ୍ତ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଭାବେ ଚକ୍ରଧର କହଁର ଯୋଗଦେଇଛନ୍ତି । ସୂଚନା ପ୍ରକାରେ ଶ୍ରୀ କହଁର ପୂର୍ବରୁ ସାରଙ୍ଗଡ଼ ଅଗ୍ନିଶମ କେନ୍ଦ୍ର ରେ ବରିଷ୍ଠ ଅଗ୍ନିଯୋଧା ଭାବେ କାର୍ଯ୍ୟ କରୁଥିଲେ। ବର୍ତମାନ ସେ ଭଞ୍ଜନଗର କୁ ପଦୋନ୍ନତି ପାଇ ଅତିରିକ