This browser does not support the video element.
ନର୍ଲା: କଣା ଗାଁ ରେ ଜମି ବାଡ଼ି ବିବାଦ କୁ ନେଇ ଦୁଇ ଭାଇ ପରିବାର ମଧ୍ୟରେ ଝଗଡ଼ା ଝାଟି ଆଜି ଉଭୟ ପକ୍ଷ ଥାନାରେ ଅଭିଯୋଗ
Narala, Kalahandi | Sep 4, 2025
ସୂଚନା ଯୋଗ୍ୟ ଗତ ଗୁରୁବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ କଣା ଗାଁ ର ପୁରୁନ୍ଦର ହରିଜନ ଙ୍କ ଭାଇ ଭୁବନେ ହରିଜନ ମଧ୍ୟରେ ଜମିବାଡ଼ି ବିବାଦ ହୋଇଥିଲା ଏହି କଥାକୁ ନେଇ ଉଭୟ ପକ୍ଷ କଳି ଝଗଡ଼ା ହୋଇ ଜୀବନର ଧମକ ଚମକ ଦେବାରୁ ପୂରୁନ୍ଦର ଆଜି ଗୁରୁବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ଥାନାକୁ ଆସି ଭୁବନେ ପରିବାର ଙ୍କ ନାମରେ ଅଭିଯୋଗ କରିଛନ୍ତି ଅନ୍ୟ ପଟେ ଭୁବନେ ମଧ୍ୟ ଅଭିଯୋଗ କରିଛନ୍ତି