Download Now Banner

This browser does not support the video element.

ନୟାଗଡ ସଦର: ନୟାଗଡ଼ ବ୍ଲକ ପରିସର ରେ ଗଣ ଧାରଣା ନେଇ ବ୍ଲକ ସଭାପତି ସୁମତି ପରିଡା ଙ୍କ ପ୍ରତିକ୍ରିୟା

Nayagarh Sadar, Nayagarh | Sep 23, 2025
ପାରିଶ୍ରମିକଦାବିରେବ୍ଲକ ରେ କାର୍ଯ୍ୟରତ କମ୍ୟୁନିଟିସପୋଟିଙ୍ଗ ଷ୍ଟାଫଙ୍କ ପକ୍ଷରୁ ଆଜି ବ୍ଲକ କାର୍ଯ୍ୟାଳୟ ପରିସର ରେ 11ଘଟିକା ସମୟ ରେ ଗଣ ଧାରଣାକୁ ନେଇ ବ୍ଲକ ସଭାପତି ସୁମତି ପରିଡା ଙ୍କପ୍ରତିକ୍ରିୟା, କର୍ମଚାରୀଙ୍କ କହିବା ଅନୁଯାୟୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆମ ଦୁଃଖ ଦୁର୍ଦ୍ଦଶା ବୁଝି ଆମକୁ ଚାକିରି ଦେଇଥିଲେ କିନ୍ତୁ ଏ ବିଜେପି ସରକାର ଆମକୁ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି
Read More News
T & CPrivacy PolicyContact Us