Download Now Banner

This browser does not support the video element.

ସିମୁଳିଆ: ଔପଦା ବ୍ଲକ ପରିସର ରେ ଥିବା ଆକାଂକ୍ଷା ସଭାଗୃହ ପଞ୍ଚାୟତ ସମିତ ବୈଠକ ରେ ଯୋଗଦେଲେ ବିଧାୟକ,

Similia, Balasore | Aug 22, 2025
ପଞ୍ଚାୟତ ବୈଠକ ରେ ଯୋଗ ଦେଲେ ବିଧାୟକ, ଆଜି ଶୁକ୍ରବାର ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ଔପଦା ବ୍ଲକ୍ ପରିସର ରେ ଥିବା ଆଙ୍କାଂକ୍ଷ ସଭାଗୃହ ବ୍ଲକ ଅଧକ୍ଷା ଙ୍କ ଅଧକ୍ଷତା ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ l ବିଶେଷ କରି ଭର୍ତ୍ତା, ପାନୀୟଜଳ, ଆଭାସଗୃହ ବିଷୟରେ ଆସିଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଆଲୋଚନା କରିଥିଲେ l ବ୍ଲକ ର ବିଡ଼ିଓ ସମେତ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us