This browser does not support the video element.
ଚିତ୍ରକୋଣ୍ଡା: ମାଥିଲି ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନ ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
Chitrakonda, Malkangiri | Aug 22, 2024
ମାଲକାନଗିରି ଜିଲ୍ଲା ମାଥିଲି ସଦର ସ୍ଥିତ ସହିଦ ଲଷ୍ମଣ ନାୟକ ଭବନ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଜି ସକାଳ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ପରିବେଶ ରକ୍ଷା କରିବା ପାଇଁ ଅନେକ ସ୍ଥାନରେ ଅନେକ ପ୍ରକାର କାର୍ଯ୍ୟ ହାତକୁ ନେଉଛନ୍ତି ସରକାର । କିନ୍ତୁ ପରିବେଶ ବିଜ୍ଞାନୀ ମାନେ ଗବେଷଣା କରିବା ପରେ ଏହାର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ କରି ପଥର ଜଙ୍ଗଲ ନିର୍ମାଣ କରିବା ଏହାର ମୁଖ୍ୟ କାରଣ ବୋଲି କହିଥିଲେ।